Literature & Fiction      Contemporary Fiction

Kanda Mo Priya Janmabhumi

(0 reviews)
Condition
Quantity
(93 available)
Share
Book Details
Language
Oriya
Publishers
BLACK EAGLE BOOKS (10 July 2024)
Weight
0.39 KG
Publication Date
10/07/2024
ISBN-10
1645603040
Pages
304 pages
ISBN-13
9781645603047
Dimensions
13.97 x 1.73 x 21.59 cm
SKU
9781645603047
Author Name
Alan Paton (Author)
Read More

Reviews & Ratings

out of 5.0
(0 reviews)
There have been no reviews for this product yet.
ୟୁରୋପୀୟ ସାମ୍ରାଜ୍ୟବାଦ ଓ ଖ୍ରୀଷ୍ଟିଆନ ଧର୍ମାନ୍ତରୀକରଣ ପୃଷ୍ଠପଟରେ ଲିଖିତ ଏଇ ଉପନ୍ୟାସରେ କ୍ରମବର୍ଦ୍ଧିଷ୍ଣୁ ବର୍ଣ୍ଣ ବୈଷମ୍ୟବାଦ ଓ ଜାତିଭେଦ ବିରୋଧରେ ଆଫ୍ରିକାର କୃଷ୍ଣକାୟ ଅଧିବାସୀଙ୍କର ବିଦ୍ରୋହର ସ୍ୱର ପ୍ରତିଫଳିତ ହେଇଛି । ଅର୍ଥନୈତିକ, ସାମାଜିକ, ଜାତିଗତ ବିଷମତା ଭିତରେ ସେଠି କେମିତି ଚାରିଆଡ଼େ ଭୟର ବାତାବରଣ ଘେରି ରହିଛି ତାର ଅବତାରଣା କରାଯାଇଛି । ଏପରିକି ନବଜାତକ ଶିଶୁ ବି ଉତ୍ତରାଧିକାର ସୂତ୍ରରେ ଭୟ ନେଇ ଜନ୍ମ ହୁଏ - ପ୍ରିୟ ମଣିଷକୁ ହରାଇବାର ଭୟ, ବିଶ୍ୱାସ ହରାଇବାର ଭୟ, ଅପରାଧର ଭୟ, ବିଖଣ୍ଡିତ ପରିବାରର ଭୟ ଇତ୍ୟାଦି. .

. ଏଇ ପରିପ୍ରେକ୍ଷୀରେ ସହର ବନାମ ଗାଁ, ପାରମ୍ପରିକ ଦେଶୀୟ ଜୀବନ ବନାମ ତଥାକଥିତ ସଭ୍ୟ ସହରୀକରଣ, ମୂଲ୍ୟବୋଧ ଭିତ୍ତିକ ବାପା ବନାମ ପୁଅର ଜୀବନଦୃଷ୍ଟି ଆଦିର ଏକ ସଂଘର୍ଷମୟ ବିରୋଧାଭାସକୁ ଜଟିଳ ରୂପକ ଓ ଅଳଙ୍କାର ମାଧ୍ୟମରେ ଚିତ୍ରଣ କରି ଆଲାନ୍‍ ପେଟନ୍‍ ଆଫ୍ରିକୀୟ ସମାଜର କ୍ରମବର୍ଦ୍ଧିଷ୍ଣୁ ଅବକ୍ଷୟକୁ ଦର୍ଶାଇଛନ୍ତି ।ବର୍ଣ୍ଣବୈଷମ୍ୟବାଦର କୁପରିଣାମ ଉପରେ ଏକ ସାମାଜିକ ବିବରଣୀ ଭାବରେ ବିବେଚିତ ଏଇ ଉପନ୍ୟାସଟିକୁ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବାକୁ ଏହା ଏକ ବୌଦ୍ଧିକ ପ୍ରୟାସ ମାତ୍ର ।.

Frequently Bought Products

Product Queries (0)

Login Or Registerto submit your questions to seller

Other Questions

No none asked to seller yet

Bookiyos Books Solutions - Quality Books, Unbeatable Prices

Bookiyos Books Solutions is your premier online bookstore offering a vast selection of over 5 crore books. Whether you're looking for the latest releases, timeless classics, or rare finds, we have something for every reader. Our platform serves customers worldwide, including the USA, UK, and Europe, with fast delivery and easy return policies to ensure a hassle-free shopping experience. Discover daily updates, exclusive deals, and a comprehensive collection of books that cater to all your reading needs. Shop with confidence at Bookiyos, where quality books and unbeatable prices meet.

Why Choose Bookiyos?

Extensive Inventory: New, old, and rare books available.
Fast Delivery: Same or next-day shipping.
Easy Returns: Hassle-free refund and return policies.
Global Reach: Serving customers in the USA, UK, Europe, and beyond.
Daily Updates: Thousands of new titles added every day.
Join our community of book lovers and start your literary journey with Bookiyos Books Solutions today!