Poetry, Drama & Criticism      Poetry

Bhaba Anubhaba

(0 reviews)
Condition
Quantity
(619 available)
Share
Book Details
Language
Oriya
Publishers
BLACK EAGLE BOOKS (26 May 2024)
Weight
0.33 KG
Publication Date
26/05/2024
ISBN-10
1645605566
Pages
256 pages
ISBN-13
9781645605560
Dimensions
13.97 x 1.47 x 21.59 cm
SKU
9781645605560
Author Name
Gagan Panigrahi (Author)
Read More

Reviews & Ratings

out of 5.0
(0 reviews)
There have been no reviews for this product yet.
କବିତା ସାହିତ୍ୟର ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ । ମନର ଆବେଗ ଓ ଉଚ୍ଛ୍ବାସକୁ ସ୍ବତଃସ୍ଫୁର୍ତ୍ତ ଭାବେ ଭାଷାରେ ରୂପ ଦେଇଥାଏ କବିତା। ଗଗନ ବିହାରୀ ପାଣିଗ୍ରାହୀଙ୍କର କବିତା ସଂକଳନ "ଭାବ-ଅନୁଭବ"ର କବିତା ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେପରି କବିତା ମାଧ୍ୟମରେ କବିଙ୍କର ମନର ଆବେଗ ଭାଷାରେ ପରି ପ୍ରକାଶ ହୋଇଛି। ଏଥିରେ ସନ୍ନିବେଶିତ କବିତା ଗୁଡ଼ିକ ପୂର୍ବ ସଙ୍କଳନ ପରି ଛନ୍ଦୋବଦ୍ଧ ଓ ସୁୁଖପାଠ୍ୟ। ଛନ୍ଦୋବଦ୍ଧ କବିତା ଲେଖିବା କବିଙ୍କର ବିଶେଷତ୍ବ। ଭାଷା ଯେପରି ସରଳ ଭାବ ସେହି ପରି ତରଳ। ଲାଳିତ୍ୟରେ ପୁଟ ଦିଆ କବିତା ଗୁଡିକ ପାଠକଲେ ଲାଗେ ନଦୀର ସ୍ରୋତ ପରି ଏହା ପ୍ରବାହିତ ହେଉଅଛି । ଆଜିକାଲିର ଆଧୁନିକ କବିତା ଭଳି ଦୁର୍ବୋଧ୍ୟତା ଓ ଅବୋଧ୍ୟତା କୌଣସି କବିତାରେ ପରିଲକ୍ଷିତ ହୁଏ ନାହିଁ । କ୍ଷୁଦ୍ର ବୃହତ ସତୁରିଟି କବିତାର ଗୁଚ୍ଛ ଏ ସଂକଳନ । କଥାବସ୍ତୁ କେବଳ ଓଡ଼ିଶାରେ ସୀମିତ ନରହି ଏହା ବିସ୍ତାରୀ ଯାଇଛି ସାରା ବିଶ୍ବକୁ । ବିଷୟ ବସ୍ତୁରେ ସ୍ଥାନ ପାଇଛି ରାମାୟଣ ଓ ମହାଭାରତର ଗଳ୍ପ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧର ବିଭୀଷିକା, କୋଭିଡ଼ ମହାମାରୀ ସମୟରେ ଜୀବନ ଓ ଜୀବିକା, ଆଧ୍ୟାତ୍ମିକ, ସାମାଜିଜ, ରାଜନୈତିକ, ବ୍ୟଙ୍ଗ ଓ ରମ୍ୟ ରଚନା । ନାନା ପ୍ରକାର ବିଷୟ ବସ୍ତୁ ହୋଇ ଥିବାରୁ ଏହାର ସମସ୍ତ କବିତାକୁ ସାତଟି ବିଭାଗରେ ବିଭକ୍ତ କରା ହୋଇଅଛି । କବିତା ଗୁଡ଼ିକରେ ଓଡିଆ ଓ ଓଡିଶାର ଚିରାଚରିତ କବିତା ଶୈଳୀ ସହ ସନେଟ୍‌, ଲିରିକ୍ସ, ଏଲିଜି ଓ ବାଲାଡରେ ଭରପୁର । ଆଶାକରା ଯାଏ ଏ କବିତା ସଂକଳନ ପୂର୍ବ ସଂକଳନ ପରି ପୁଣି ଥରେ ପାଠକ/ପାଠିକା ମାନଙ୍କର ଦୃଦୟଗ୍ରାହୀ ହୋଇ ତାଙ୍କୁ ଆମୋଦ ପ୍ରଦାନ କରିବାରେ ସକ୍ଷମ ହେବ ।. .

Frequently Bought Products

Product Queries (0)

Login Or Registerto submit your questions to seller

Other Questions

No none asked to seller yet

Bookiyos Books Solutions - Quality Books, Unbeatable Prices

Bookiyos Books Solutions is your premier online bookstore offering a vast selection of over 5 crore books. Whether you're looking for the latest releases, timeless classics, or rare finds, we have something for every reader. Our platform serves customers worldwide, including the USA, UK, and Europe, with fast delivery and easy return policies to ensure a hassle-free shopping experience. Discover daily updates, exclusive deals, and a comprehensive collection of books that cater to all your reading needs. Shop with confidence at Bookiyos, where quality books and unbeatable prices meet.

Why Choose Bookiyos?

Extensive Inventory: New, old, and rare books available.
Fast Delivery: Same or next-day shipping.
Easy Returns: Hassle-free refund and return policies.
Global Reach: Serving customers in the USA, UK, Europe, and beyond.
Daily Updates: Thousands of new titles added every day.
Join our community of book lovers and start your literary journey with Bookiyos Books Solutions today!