Literature & Fiction      Contemporary Fiction

Ama Samayara Kahani: Prema

(0 reviews)
Condition
Quantity
(657 available)
Share
Book Details
Language
Oriya
Publishers
BLACK EAGLE BOOKS (19 July 2024)
Weight
0.39 KG
Publication Date
19/07/2024
ISBN-10
1645605604
Pages
306 pages
ISBN-13
9781645605607
Dimensions
13.97 x 1.75 x 21.59 cm
SKU
9781645605607
Author Name
Gourahari Das (Editor)
Read More

Reviews & Ratings

out of 5.0
(0 reviews)
There have been no reviews for this product yet.
ଫୁଲଟିଏ ଫୁଟିଲେ ମଉଳି ଝଡ଼ିପଡ଼େ । ଗୀତଟିଏ ଗାଇବା ଆରମ୍ଭ ହେଲେ ସୁର ହୋଇ ସରିଯାଏ, କଥାଟିଏ ଆରମ୍ଭ ହେଲେ ଲଥାର ବାଙ୍କ ବୁଲାଣି ଦେଇ ଶେଷହୁଏ; କିନ୍ତୁ ପ୍ରେମ ଥରେ ଆରମ୍ଭ ହେଲେ ଆଉ ସେ ସରେ ନାହିଁ । ଜୀବନ ସାରା ମଧୁର କ୍ଷତଟିଏ ପରି ସେ ମଣିଷ ସାଙ୍ଗରେ ରହିଯାଏ, ସ୍ମୃତିକୋଷରେ ସାଇତି ହୋଇ ରହିଯାଏ ସେଇ ସଂପର୍କର ସୂଚିପତ୍ର । କେବେ କେବେ ସେସବୁ ଉଙ୍କିମାରେ ଆଖି ଉପକୂଳରେ ଲୁହ ହୋଇ, ଓଠ ତଟର କ୍ଷୀଣହସ ହୋଇ, କେବେ ପୁଣି ଛାତି ପଞ୍ଜରାର ପାହାଡ଼ ଖୋଲରେ ଦୀର୍ଘଶ୍ୱାସ ହୋଇ ।କିଏ ଜଣେ କହିଥିଲେ, ପ୍ରେମରେ ବିଫଳତା ବୋଲି କିଛି ନାହିଁ । ବିଫଳ ପ୍ରେମ ସୁଦ୍ଧା ଲୁହଧୁଆ ମନଆକାଶରେ କରୁଣ କିରଣ ବୁଣିଦିଏ । ସେଇ କରୁଣ କିରଣ ସୃଷ୍ଟି କରିଦିଏ ବର୍ଣ୍ଣିଳ ଇନ୍ଦ୍ରଧନୁ । ଇନ୍ଦ୍ରଧନୁରୁ ଜନ୍ମ ନିଏ କାବ୍ୟକବିତା, ଚିତ୍ର ଓ ସ୍ଥାପତ୍ୟ ।ପ୍ରେମର ପ୍ରଥମ ସର୍ତ୍ତ ହେଉଛି ତାହା ନିଃସର୍ତ୍ତ । ପୃଥିବୀର କୌଣସି ଯୁକ୍ତି, ଧରାବନ୍ଧା ଆଇନ ପ୍ରେମ ଆଗରେ ବାଟ ଓଗାଳି ଛିଡ଼ା ହୋଇପାରେ ନାହିଁ । ପ୍ରେମପାଇଁ ମଣିଷକୁ ପ୍ରଚୁର ମୂଲ୍ୟଦେବାକୁ ପଡ଼ିଛି - ଜୀବନ, ସଂପର୍କ, ସ୍ୱେଦ, ଶୋଣିତ, ସାଇତା ସଂପଦ ଓ ପ୍ରିୟ ପରିଧି । ସବୁ ସତ୍ତ୍ୱେ ପ୍ରେମ ବଞ୍ଚି ରହିଛି - ସାମାଜିକ ସ୍ୱୀକୃତି ମିଳୁ କି ନମିଳୁ, ଦାପ୍ତରିକ ସମ୍ମତି ଥାଉ ବା ନଥାଉ । ପ୍ରେମ ପାଇଁ କୌଣସି ପ୍ରତିବନ୍ଧକ ଅନତିକ୍ରମ୍ୟ ନୁହେଁ - ନା ଜାତି ନା ଜାତୀୟତା, ନା ଶାସ୍ତ୍ର ନା ଶାସ୍ତ୍ରୀୟତା । ସେଥିପାଇଁ କିଏ ପ୍ରେମର ପୃଥକ ପରିଭାଷା କରେ, ବ୍ୟାଧି ଓ ବିକୃତି, ଭୟଙ୍କର ପାଗଳପଣ । ସେଥିପାଇଁ ଗୀର୍ଜା, ଗୁରୁଦ୍ୱାର, ମନ୍ଦିର ଓ ମସ୍‌ଜିଦ୍‌ର ଦୁଆର ଆଉଜାଇ ନିଆଯାଏ, ସଜାଡ଼ି ରଖାଯାଏ ନିଆଁ ଓ ନାଗଫାଶ, ନାଲି ଆଖି ଦେଖାଏ ନୀତି ଓ ମୁକ୍ତିମଣ୍ଡପ । ମାତ୍ର ସବୁ ସତ୍ତ୍ୱେ ପ୍ରେମ ବଞ୍ଚିରହେ, ଝାଉଁଳି ଯାଇଥିବା ପ୍ରଣୟୀର ବୁକୁତଳେ ଲାଲ ଟୁକ୍‌ଟୁକ୍ ସତେଜ ଗୋଲାପଟେ ପରି, ସମଗ୍ର ପୃଥିବୀକୁ ଆଶୀର୍ବାଦ କରିବାର ମୁଦ୍ରାରେ ସଭିଙ୍କୁ ଶିହରିତ କରୁଥାଏ । ଲୁହର ପଙ୍କଗଡ଼ିଆ ଭିତରୁ ପଦ୍ମର ପବିତ୍ରତାରେ ସେ ଚହଟି ଉଠୁଥାଏ । ଏହିଭଳି ଅନୁଭବ ଉପହାର ଦେଉଥିବା ଅଠେଇଶଟି ଗଳ୍ପର ସଂକଳନ 'ଆମ ସମୟର କାହାଣୀ : ପ୍ରେମ'. .

Frequently Bought Products

Product Queries (0)

Login Or Registerto submit your questions to seller

Other Questions

No none asked to seller yet

Bookiyos Books Solutions - Quality Books, Unbeatable Prices

Bookiyos Books Solutions is your premier online bookstore offering a vast selection of over 5 crore books. Whether you're looking for the latest releases, timeless classics, or rare finds, we have something for every reader. Our platform serves customers worldwide, including the USA, UK, and Europe, with fast delivery and easy return policies to ensure a hassle-free shopping experience. Discover daily updates, exclusive deals, and a comprehensive collection of books that cater to all your reading needs. Shop with confidence at Bookiyos, where quality books and unbeatable prices meet.

Why Choose Bookiyos?

Extensive Inventory: New, old, and rare books available.
Fast Delivery: Same or next-day shipping.
Easy Returns: Hassle-free refund and return policies.
Global Reach: Serving customers in the USA, UK, Europe, and beyond.
Daily Updates: Thousands of new titles added every day.
Join our community of book lovers and start your literary journey with Bookiyos Books Solutions today!